Jump to content

ଶଢ଼ିଙ୍ଗ

ଉଇକିଅଭିଧାନ‌ରୁ

ଶଢ଼ିଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ଶୀର୍ଣ୍ଣୀଙ୍ଗ କିମ୍ୱା ସଂସ୍କୃତ - ଯଷ୍ଟାଙ୍ଗ କିମ୍ୱା ଶଲ୍ୟ)

[ସମ୍ପାଦନା]
୧. କଣ୍ଡା; ମାକୁ; କେଉଟମାନେ ଜାଲ ବୁଣିବା ସମୟରେ ସୂତା ଗୁଡ଼ିଆ ଯାଇଥିବା ଯେଉଁ ମୁନିଆ କାଠି ଧରି ସେଥିରୁ ସୂତା ଫିଟାଇ ଜାଲ ବୁଣନ୍ତି—[ଦ୍ରଷ୍ଟବ୍ୟ —ଏ କାଠିରେ ଦୁଇ ମୁଣ୍ଡାମୂନିଆ ଓ ଚିରା, ମଝିରେ ଛିଦ୍ର ହୋଇ ଏଥିରେ ସୂତା ଗୁଡ଼ିଆ ହୋଇଥାଏ] — A rod in which thread is twisted in such a manner the at the thread can be used gradually in weaving a fishing net; shuttle for weaving net.
୨. କୋଉଟମାନେ ବାଆଁ ହାତରେ ଯେଉଁ କାଠଖଣ୍ଡିତ ଧରି ଡାହାଣ ହାତରେ କଣ୍ଡାଦ୍ୱାରା ଜାଲରେ ଘରାକୁ ଫାଶ ଦେଇ ବୁଣନ୍ତି —୨. A slender rod held by the left hand while a net is woven by the shuttle held in the right hand.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଶାଳଗଛର ଫଳ —The fruit or berry of shorea Robusta.



ଶଢ଼ିଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶଡ଼ିଙ୍ଗ (ଙ୍ଗା, ଙ୍ଗି) (ଦେଖ) - Ṡaṟḍ̠iṅga (ṅgā, ṅgi) (See)