Jump to content

ଶଢ଼େଇଏ

ଉଇକିଅଭିଧାନ‌ରୁ

ଶଢ଼େଇଏ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଏକ ଶଢ଼େଇ ପୂର୍ଣ୍ଣ (ଗୁଡ଼ିଆଦି) ୧. (Molasses etc) One cocoanut half shell full of.
୨. ଅତିଅଳ୍ପ ପରିମିତା —୨. Small in quantity.

[ଉ—ଗୁଡ଼ ଆଣିଥିଲି ଅଢ଼େଇଏ; ପୁଅ ବାହାରିଲି, ଝିଅ ବାହାରିଲି, ଆଉ ରହିଗଲା ଶଢ଼େଇଏ —ତଗ]