ଶଣ୍ଡ

ଉଇକିଅଭିଧାନ‌ରୁ

ଶଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼)[ସମ୍ପାଦନା]

୧. ବୃଷ; ବୃଷର; ଶେଣ୍ଢ —୧. A bull; brahmani bull.

(ଏହା ମହାଦେବଙ୍କ ବାଦନ)

୪. ହେଞ୍ଜଡ଼ା; ନୁପୁଂସକ; କ୍ଳୀବପୁରୁଷ —୨. A enouch by birth.
୩. ଶୁକ୍ରଚାର୍ଯ୍ୟଙ୍କ ଏକ ପୁତ୍ର — ୩. A son of Ṡukrāchārj̄ya.

[ଦ୍ରଷ୍ଟବ୍ୟ —ଏ ଅସୁର— ମାନଙ୍କ ପୁରୋହିତ ଥିଲେ]

(ଉ—ଶୁକ୍ରର ସତ ବେନିଭାଇ ଶଣ୍ଡ ଅମକ ନାମ ଦୁଇ ଜଗନ୍ନାଥ. ଭାଗବତ)

୨. ରାଜାମାନଙ୍କ ଅନ୍ତଃପୁରର ସ୍ତ୍ରୀମାନଙ୍କ ଜଗୁଆଳି କ୍ଳୀବ ପୁରୁଷ —୪. A enouch kept to guard the females of a harem.

[ଦ୍ରଷ୍ଟବ୍ୟ —ଅଣ୍ଡିରା ବାଛୁରିଙ୍କୁ ଧରିବା ଭଳି ଆଗେ ରାଜା ଓ ବାଦମାହାମାନେ ମନୁଷ୍ୟ— ବାଳକମାନଙ୍କୁ 'ଧରି' ସେମାନଙ୍କୁ କ୍ଳୀବ କରୁଥିଲେ ଦୈହିକ କ୍ଳୀବତା ଦ୍ୱାର ମାନସିକ କ୍ଳୀବତା ଘଟୁଥିଲା କି ନାହିଁ, ଏହା ଗଭୀର ସନ୍ଦେହର ବିଷୟ]

୫. ଦଳ; ପହ୍ଲ — ୫. A crowd.
୬. ପଦ୍ମ ସମୁହ —୬. A collection of louts flowers.
୭. ବନ୍ଧ୍ୟପୁରୁଷ — ୭. A barren male.
୮. ଉନ୍ନତ୍ତ ବ୍ୟକ୍ତି — ୮. Maddended or intoxicated; person.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. କ୍ଳୀବ —୧. Emasculated; impotent.
୨. ମତୁଆଳ; ପାନୋନ୍ନତ୍ତ —୨. Drunkard. intoxicated.
୩. କାମୁକ; ଲମ୍ପଟ —୩. Liceations; amorous; libidinous.
୪. ଉନ୍ନତ୍ତ (ହିନ୍ଦୀ - ଶ.) —୪. Mad.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କଟକ ଜିଲ୍ଲାର ଲୁପ୍ତ ରାଜ୍ୟ କୁଜଙ୍ଗର ରାଜବଂଶର ଉପାଧି —୧. The family-title of the late Rājās of Kujaṅga Estate in the district of Cuttack.
୨. ଦଳପତି —୨. Leader of a group; headman.



ଶଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଣ୍ ଧାତୁ=ତନ୍ତୁ ଦାନ କରିବାରୁ କିମ୍ୱା ସଂସ୍କୃତ - ଦଣ୍ଡା)[ସମ୍ପାଦନା]

୧. ପିଆଜ ଆଦିର ପତ୍ର ଗୁଚ୍ଛ ମଧ୍ୟରୁ ସିଧା ଓ ଲମ୍ୱ ହୋଇ ବାହାରିଥିବା ଦଣ୍ଡ ବା ଛଡ଼ (ସାଧାରଣତଃ ଏହାର ଅଗରେ ଥୋପାଏ ଫୁଲ ଧରେ) — A long stem or scape issuing out and standing erect from a cluster of leaves pf plants, such, onion, garlic etc.

(ଯଥା—ପିଆଜ, ବାରବରଷିଆ, ରତିଫଳ ଗଛରୁ ବାହାରିଥିବା ଶଣ୍ଢା)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଶୁଣ୍ଡା)—ଶୁଆଁବାଳି ପରି ଏକ— ପ୍ରକାର ପୋକ —୧. A kind of caterpillar-like insect foundon leaves of certain plants.

[ଦ୍ରଷ୍ଟବ୍ୟ —ଏମାନେ ଗବ ଗଛର ପତ୍ର ଓ ବାଉଁଶ ପତ୍ର ଆଦିରେ ଲାଗି ଥାଆନ୍ତି ଏବଂ ସଙ୍ଗେ ଗୋରୁମାନେ ଏହି ପୋକକୁ ଖାଇଦେଲେ ମରିଯାଆନ୍ତି]

୨. (ସଂ ଶୁଣ୍ଢ)—(ବେକର) ପଛ ଆଡ଼ —୨. The back or nape of the neck.
୩. (ସଂସ୍କୃତ - ଶୁଣ୍ଡ)—ଗଛରୁ ନୁଆ ବାହାରିଥିବା ଲମ୍ୱ ସଳଖ ଶାଖା ବା ଗଜା —୩. A long slender shoot issuing from a tree.
୪. ଜରଶଣ୍ଢା; ଜ୍ୱର ହେବା ପରେ ଜିଭରେ ଓ ଓଠରେ ବାହାରି ଯିବା ବ୍ରଣ ବା ବିସ୍ଫୋଟକ —୪. Fever blister; herpes; eruptions or rashes coming out on the lips and mounth after fever.

ଅନୁବାଦ[ସମ୍ପାଦନା]

୫. (ସଂସ୍କୃତ - ଦଣ୍ଡ) ନାଶିକା ଛିଦ୍ରଦ୍ୱୟରୁ ମଧ୍ୟସ୍ଥ ଦଣ୍ଡବତ୍ ଅସ୍ଥି —୫. The wall between the nostrils.
୬. କମ୍ପଜ୍ୱର ଯୋଗୁଁ ନାସିକା ଛିଦ୍ରର ଅନ୍ତ— ର୍ଦେଶରେ ଓହୋଳି ପଡ଼ିବା ମାଂସପିଣ୍ଡ; ଉହା —୬. A lump of flesh which hangs down inside the nostrils as a result of ague.
୭. ଶଣ୍ଢାସୁର (ଦେଖ) - —୭. Saṇḍhāsura (See)
୮. (ସଂସ୍କୃତ - ସଣ୍ଢ) ଡେଙ୍ଗା ଓ ସ୍ଥୂଳକାୟ ବ୍ୟକ୍ତି —୮. A stout and tall person.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଡେଙ୍ଗା ବା ଲମ୍ୱ ଓ ସ୍ଥୂଳ —୧. Tall and stout.
୨. ବହ୍ଲା; ଯେଉଁ ବୃକ୍ଷ ଅତିସ୍ଥୂଳ ଓ ଡେଙ୍ଗା ହୋଇ ବଢ଼ିଯିବାରୁ ଫଳ ଉତ୍ପାଦନ କରିପାରେ ନାହିଁ —୨. (a tree or plant) Which does not bear fruit owing to its overluxuriant growth.
୩. (ସ୍ତ୍ରୀ) ବନ୍ଧ୍ୟା; ଅତି ସ୍ଥୂଳକାୟ ଓ ମାଂସଳ ହେବା ଯୋଗୁଁ ଯେଉଁ ଯେଉଁ ସ୍ତ୍ରୀର ଗର୍ଭ ହୁଏ ନାହିଁ —୩ (a woman) Who becomes incapable of conception owing to her growing fat.

ଅନୁବାଦ[ସମ୍ପାଦନା]

୪. (ପୁଂ) ସ୍ଥୂଳକାୟ ଓ ନପୁଂସକ, ଅର୍ଥାତ ସନ୍ତାନଜନନରେ ଅକ୍ଷମ (ପୁରୁଷ) —୪. (a male) Incapable of bringing about conception on account of his corpulence.
୫. (ସଂସ୍କୃତ - ସନଦ୍ଧରୁ)—ବଳିଷ୍ଠ ୫. Strong
୬. ମୋଟାସୋଟା —୬. Stout.

ଅନୁବାଦ[ସମ୍ପାଦନା]

୭. କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ —୭. Ready to do any work.
୮. କାର୍ଯ୍ୟଦକ୍ଷ; କର୍ମଠ —୮. Able fit for work
୯. ଶଡ଼କା (ଦେଖ) - —୯. Ṡaṇḍakā (See)