Jump to content

ଶଣ୍ଡିଳ

ଉଇକିଅଭିଧାନ‌ରୁ

ଶଣ୍ଡିଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଣ୍ଡ=ନପୁଂସକ+ଇକ)

[ସମ୍ପାଦନା]

ଉର୍ଦ୍ଧରେତା ମୁନି ବିଶେଷ —Name of sage of subdued carnal passion.

[ଦ୍ରଷ୍ଟବ୍ୟ —ଏ ଜଣେ ଗୋତ୍ର ପ୍ରବର୍ତ୍ତକ ଋଷି ଥିଲେ ଏହାଙ୍କ ନାମରୁ ଶାଣ୍ଡିଲ୍ୟ ଗୋତ୍ର ହୋଇଅଛି]