Jump to content

ଶଣ୍ଢ

ଉଇକିଅଭିଧାନ‌ରୁ

ଶଣ୍ଢ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼)

[ସମ୍ପାଦନା]
୧. ବୃକ୍ଷ; ବୃକ୍ଷର; ଶେଣ୍ଢ —୧. A bull; brahmani bull.

(ଏହା ମହାଦେବଙ୍କ ବାଦନ)

୪. ହେଞ୍ଜଡ଼ା; ନୁପୁଂସକ; କ୍ଳୀବପୁରୁଷ —୨. A enouch by birth.
୩. ଶୁକ୍ରଚାର୍ଯ୍ୟଙ୍କ ଏକ ପୁତ୍ର — ୩. A son of Ṡukrāchārj̄ya.

[ଦ୍ରଷ୍ଟବ୍ୟ —ଏ ଅସୁର— ମାନଙ୍କ ପୁରୋହିତ ଥିଲେ]

(ଉ—ଶକ୍ରର ସୁତ ବେନିଭାଇ ଶଣ୍ଡ ଅମକ ନାମ ଦୁଇ ଜଗନ୍ନାଥ, ଭାଗବତ)

୨. ରାଜାମାନଙ୍କ ଅନ୍ତଃପୁରର ସ୍ତ୍ରୀମାନଙ୍କ ଜଗୁଆଳି କ୍ଳୀବ ପୁରୁଷ —୪. A enouch kept to guard the females of a harem.

[ଦ୍ରଷ୍ଟବ୍ୟ —ଅଣ୍ଡିରା ବାଛୁରିଙ୍କୁ ଧରିବା ଭଳି ଆଗେ ରାଜା ଓ ବାଦମାହାମାନେ ମନୁଷ୍ୟ— ବାଳକମାନଙ୍କୁ 'ଧରି' ସେମାନଙ୍କୁ କ୍ଳୀବ କରୁଥିବା ଦୈହିକ କ୍ଳୀବତା ଦ୍ୱାର ମାନସିକ କ୍ଳୀବତା ଘଟୁଥିଲା କି ନାହିଁ, ଏହା ଗଭୀର ସନ୍ଦେହର ବିଷୟ]

୫. ଦଳ; ପହ୍ଲ — ୫. A crowd.
୬. ପଦ୍ମ ସମୁହ —୬. A collection of louts flowers.
୭. ବନ୍ଧ୍ୟପୁରୁଷ — ୭. A barren male.
୮. ଉନ୍ନତ୍ତ ବ୍ୟକ୍ତି — ୮. Maddended or intoxicated; person.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. କ୍ଳୀବ —୧. Emasculated; impotent.
୨. ମତୁଆଳ; ପାନୋନ୍ନତ୍ତ —୨. Drunkard. intoxicated.
୩. କାମୁକ; ଲମ୍ପଟ —୩. Liceations; amorous; libidinous.
୪. ଉନ୍ନତ୍ତ (ହିନ୍ଦୀ - ଶ.) —୪. Mad.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କଟକ ଜିଲ୍ଲାର ଲୁପ୍ତ ରାଜ୍ୟ କୁଜଙ୍ଗର ରାଜବଂଶର ଉପାଧି —୧. The family-title of the late Rājās of Kujaṅga Estate in the district of Cuttack.
୨. ଦଳପତି —୨. Leader of a group; headman.