ଶଣ୍ଢାମର୍କ
ଦେଖଣା
ଶଣ୍ଢାମର୍କ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶଣ୍ଢ+ମର୍କ; ନିପାତନ ସିଦ୍ଧ)
[ସମ୍ପାଦନା]ଶଣ୍ଡ ଓ ମର୍କ; ଶକ୍ରାଚାର୍ଯ୍ୟଙ୍କର ପୁତ୍ରଦ୍ୱୟଙ୍କ ନାମ — Name of the two sons of sage Sukrā chārj̄ya who wers engaged as tutors to Prahlāda (the devotee child of the demon- king Hiraṇya Kaṡipu).
[ଦ୍ରଷ୍ଟବ୍ୟ —ଶୁକ୍ରାଚାର୍ଯ୍ୟଙ୍କର ଏହି ପୁତ୍ରଦୁହେଁ, ଦୈତ୍ୟ ହିରଣ୍ୟକଶିପୁଙ୍କର ପୁତ୍ର ଭକ୍ତ ପ୍ରହ୍ଲାଦକୁ ବିଦ୍ୟାଶିକ୍ଷା ଦେବାପାଇଁ ନିଯୁକ୍ତ ହୋଇଥାଲେ ଏମାନେ ନାନା ପ୍ରକାର ବ୍ରହ୍ଲାଦକୁ ହରି—ଭକ୍ତିରୁ ବିଚଳିତ କରିବାକୁ ଚେଷ୍ଟାକରି ଅକୃତକାର୍ଯ୍ୟ ହୋଇଥିଲା କେହି କକେହି ଏ ଦୁଇ ପୁତ୍ରଙ୍କ ନାମ ଶଣ୍ଡା ଓ ମର୍କ; କେହି କେହି ଶଣ୍ଡ ଓ ଅମର୍କ ଥିବା କହନ୍ତି]