Jump to content

ଶଣ୍ଢିଆ

ଉଇକିଅଭିଧାନ‌ରୁ

ଶଣ୍ଢିଆ

ଉଚ୍ଚାରଣ

[ସମ୍ପାଦନା]
(ଶଣ୍ଢେଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଶଣ୍ଡ)

[ସମ୍ପାଦନା]
୧. ଶଣ୍ଡ ସମ୍ୱମନ୍ଧୀୟ — ୧. Relating to bull.

ପୁଂ.ବିଶେଷଣ -

[ସମ୍ପାଦନା]
୨. ଶଣ୍ଡାମାର୍କା; ବୃହତ୍କାୟ (ବ୍ୟକ୍ତି) — ୨. Of gigantic stature.
୩. ବୃଷାଳ ହୋଇ ଡାଳ ପତ୍ର ବଢ଼ି ଫୁଲ ଫଳ ଧରି ନ ଥିବା (ଗଛ); ବହ୍ଲା —୩. (a tree) Overluxuriant in growth.
୪. କାଣିଆଣ୍ଡିଆ; ମୁଷ୍କଚ୍ଛେଦନ ବେଳେ ଦୋଷ ରହିଯିବାରୁ ଯେଉଁ ଅଣ୍ଡିରା ବାଛୁରୀ ଶଣ୍ଡପରି ଦେଖାଯାଏ ଏବଂ ବେଳେ ବେଳେ ତାହାର ଶରିଘରା ଉଦ୍ରିକ୍ତ ହୁଏ —୪. (a bullock) Which has not completely lost its virility on account of defective castration.
୫. ଦେଶଜ - ବି—ଖୁବ୍ ବଳୁଆ ମାଟି ଯୋଗୁଁ ଗଛ (ଲଙ୍କାମରିଚ, ବାଇଗଣ ଆଦି) ଖୁବ୍ ବୃକ୍ଷାଳ ହୋଇ ଡାଳ ପତ୍ର ମେଲିଥିବା, କିନ୍ତୁ ଫୁଲ ଫଳ ନ ଧରିବା ଅବସ୍ଥା —୫. The state of a tree growing over luxuriantly in a very rich soil.
୬. ଶଣ୍ଢା (୩) ଓ (୪) (ଦଖ) —୬. Ṡaṇḍhā (୩) and (୪) (See)