ଶଣ୍ଢ ପଛଆଡ଼ୁ ପାଇବା
ଦେଖଣା
ଶଣ୍ଢ ପଛଆଡ଼ୁ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଣ୍ଢ ପଛଆଡ଼ୁ ପାଇବା
|
ଷଣ୍ଢ ପଛ ଆଶ୍ରା କରିବା, ଷଣ୍ଢ ପଛ ଧରିବା, ଷଣ୍ଢର ପଛଆ଼ଡ଼େ ଗୋଡ଼ାଇବା, ଷଣ୍ଢପଛେ ଗୋଡ଼ାଇବା, ଷଣ୍ଢପଛେ ଧାଇଁବାଅନ୍ୟରୂପ
ଦେଶଜ - କ୍ରି—(ନ୍ୟାୟ)
[ସମ୍ପାଦନା](ଲକ୍ଷଣାର୍ଥ ଓ ବ୍ୟଙ୍କ) ବୃଥା କାର୍ଯ୍ୟ କରିବା; କିଛି କାଳ ଆଶା ଲୁବ୍ଧ ହୋଇ ପରିଶ୍ରମ କରି ପରେ ନିରାଶ ବା ନିଷ୍ଫଳ ହେବା —
To be after a wild goose chase; to pursue a chimera; to become baffiled in one's hope after pursuing it for some time; to be tanta. lised.
[[[ଦ୍ରଷ୍ଟବ୍ୟ —ବକାଣ୍ଡ ପ୍ରତ୍ୟାଶା ନ୍ୟାୟ ]] (ଦେଖ) - ଓଡ଼ିଆ ତଗ ମଧ୍ୟ ଅଛି—'ଆଶାଲୁବ୍ଧ ହୋଇ ପୂରିଲା କାଳ, ଶଣ୍ଢ ପଛେ ଧାଇଁ ମଲା ଶୂଗାଳ' ଗଡ଼ଜାତର ରସିକ କବି ଯଦୁମଣି କୌଣସି ରାଜାଙ୍କ ନିକଟରେ ଆପଣାର ପ୍ରର୍ଥନା ପୂର୍ଣ୍ଣ ନ ହେବା ସମ୍ୱନ୍ଧେ କହି ଅଛନ୍ତି—'ଦେବ ଦେବଙ୍କର ବାହନ ପୁଛଆଡ଼ୁ ପାଇଲି' ଅର୍ଥାତ୍, କିଛି ପାଇଲି ନାହିଁ]