ଶଣ ଚୂର୍ଣ୍ଣ
ପାଣିରେ କିଛିଦିନ ବତୁରା ହୋଇ ଶଢ଼ି ଯାଇଥିବା ଛଣପଟ ଗଛକୁ ଫିଟିକରି ତହିଁରୁ ଛଣପଟ ତନ୍ତୁ କାଢ଼ି ନେବା ପରେ ଯେଉଁ ଛୋଟ ଡାଙ୍ଗମାନ ରହିଯାଏ (ହିନ୍ଦୀ - ଶ) —Small bits of sun-hemp which remain after fibres are separated from the stems.