Jump to content

ଶଣ ପୁଷ୍ପ

ଉଇକିଅଭିଧାନ‌ରୁ

ଶଣ ପୁଷ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଛଣପଟ ଗଛର ଫୁଲ —The flower of the Sun hemp.

[ଦ୍ରଷ୍ଟବ୍ୟ —ଏହା ତୋଫା ହଳଦିଆ, ଓଲଟ ଘଣ୍ଟି ପରି ଦେଖାଯାଏ ଓ ଏ ଫୁଲରେ ମୂଳଦେଶ ଗାଢ଼ ରକ୍ତବର୍ଣ୍ଣବିଶିଷ୍ଟ ଏ ଫୁଲର ହଳଦିଆବର୍ଣ୍ଣ ଥିବାରୁ କନକଗୋରୀ ସୀତାଙ୍କର କାନ୍ତିକୁ ବୈଦେହୀଶ— ବିଳାସର ୧ମ ଛାନ୍ଦରେ କବି ଉପେନ୍ଦ୍ର ଭଞ୍ଜ 'ଶଣପୁଷ୍ପ'ର କାନ୍ତି ସଙ୍ଗେ ତୁଳନା ପରିଅଛନ୍ତି ଓ ଅନ୍ୟ କବିମାନେ ମଧ୍ୟ ଗୌରାଙ୍ଗୀ ସ୍ତ୍ରୀମାନଙ୍କୁ ଶଣପୁଷ୍ପେ ଯା କାନ୍ତି ଜାଣେ, ବିଭୂଷଣ କରି କନ୍ୟାକୁ ଆଣ ହରିଦ୍ରାନୁରଞ୍ଜିତା ଗୌରାଙ୍ଗୀ ଉତ୍କଳ— ଲଳନାଙ୍କ ଦେହବର୍ଣ୍ଣ ପ୍ରତି ଶଣପୁଷ୍ପର ଆଭା ଖଟିପାରେ; କିନ୍ତୁ ଅନ୍ୟ ଦେଶରେ ପାଉଡର୍ ବୋଳା ଛେତାଗୋରୀଙ୍କ ପ୍ରତି ଏହା ଖଟିବା ଅସମ୍ଭବ]

୨. ଶତପୁଟ ସୁବର୍ଣ୍ଣ — ୨. Gold which has been burnt and washed a hundred times.