ଶଣ ସୂତ୍ର
ଦେଖଣା
ଶଣ ସୂତ୍ର
ଉଚ୍ଚାରଣ
[ସମ୍ପାଦନା]- ୧. ଛଣୀ; ଛଣପଟର ଦଉଡ଼ି —୧. String made of flax fibres.
- ୨. ଛଣପଟର ଛାଲରୁ ବାହାରିବା ତନ୍ତୁ —୨. The fibres of flax hemp.
- ୩. ଛଣପଟନିର୍ମିତ ଜାଲ —୩. Flaxen net.
- ୪. ପବିତ୍ରକ; କୁଶ ଆଦିର ବଟୁ ବା ମୁଦ୍ରିକା; କୁଶବଟୁ (ହିନ୍ଦୀ - ଶ) ୪. A ring made of kuṡa-grass.