Jump to content

ଶତ

ଉଇକିଅଭିଧାନ‌ରୁ

ଶତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - (ସଂଖ୍ୟାବାଚକ) ବିଶେଷ୍ୟ - (ଶୋ. ଧାତୁ=ଶାଣ ଦେବା+କର୍ମ. ଅତ)

[ସମ୍ପାଦନା]

ଶହେ; ୧ ସଂଖ୍ୟା; ଦଶର ଦଶର ଦଶଗୁଣ ସଂଖ୍ୟା —The number ୧୦୦; hundred.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଏକ ଶହେ ସଂଖ୍ୟକ —୧. Numebering one hundred.
୨. ବହୁ ସଂଖ୍ୟକ —୨. Numerous.

[ଦ୍ରଷ୍ଟବ୍ୟ —ସଂସ୍କୃତ ଭାଷାରେ ଏହା ଏକବଚନାନ୍ତ 'ଶତଂ' ରୂପରେ ବହୁବଚନ ଅର୍ଥରେ ବ୍ୟବହୃତ ହୁଏ]