Jump to content

ଶତଗୁ

ଉଇକିଅଭିଧାନ‌ରୁ

ଶତଗୁ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଶତ+ଗୋ; ଗୋ ସ୍ଥାନରେ ଗୁ ଆଦେଶ)

ଗୋଶତପରିମାଣଧନବିଶିଷ୍ଟ; ଯାହାର ଶହେ ଗାଈ ଅଛନ୍ତି —Owing one hundred heads of kine.