Jump to content

ଶତଘନୀ

ଉଇକିଅଭିଧାନ‌ରୁ

ଶତଘନୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷ୍ୟ -(ସଂସ୍କୃତ - ଶତାଘ୍ନୀ)

[ସମ୍ପାଦନା]

ଗୋଟିଏ ଅସ୍ତ୍ରର ନାମ — Name of a weapon.

[ଯଥା—ଏକ ସମୟରେ ଶହେ ଲୋକଙ୍କୁ ମାରିବା ଏ ଅସ୍ତ୍ରର ବିଶେଷତ୍ୱ]

[ଉ—ପଟ୍ଟିଶ କରବାଳ ଚକ୍ର ଶତଘନୀ— କୃଷ୍ଣସିଂହ. ମହାଭାରତ. ବନ]