Jump to content

ଶତଜିତ୍

ଉଇକିଅଭିଧାନ‌ରୁ

ଶତଜିତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶତ+ଜୀ ଧାତୁ+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ବିଷ୍ଣୁ — ୧. Bishṇu.
୨. ଭାଗବତୋକ୍ତ ବିରାଜଙ୍କ ଏକ ପୁତ୍ର —୨. A son of Birāja.
୩. ଭାଗବତୋକ୍ତ ସହସ୍ରଜିତ୍ଙ୍କ ପୁତ୍ର —୩. A son Sahasrajit.
୪. ଭାଗବତୋକ୍ତ ଭାଜମାନଙ୍କ ପୁତ୍ର —୪. A son of Bhājamān.
୫. ଯଜ୍ଞବିଶେଷ (ହିନ୍ଦୀ - ଶ.) —୫. Name of a Bedic sacrifice.
୬. ଯକ୍ଷ— ବିଶେଷ (ବିଶ୍ୱକୋଷ) —୬. Name of a J̄aksha.