ଶତଧା
ଦେଖଣା
ଶତଧା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି.ବିଶେଷଣ - (ଶତ+ପ୍ରକାରର୍ଥେଧା)
[ସମ୍ପାଦନା]- ୧. ଶହେ ଖଣ୍ଡରେ — ୧. Into hundred parts.
- ୨. ଶହେ ଆଡ଼େ —୨. In hundred directions.
- ୩. ଶହେ ପ୍ରକାରେ —୩. In hundred ways.
- ୪. ଶହେ ଥର —୪. Hundred times.
- ୫. ବହୁଧା — ୫. In many parts or ways.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦୁର୍ବା (ହିନ୍ଦୀ - ଶ) —The creeping grass.