ଶତଧାର
ଦେଖଣା
ଶତଧାର
ଉଚ୍ଚାରଣ
[ସମ୍ପାଦନା](ଶତଧାରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଶତ ଅଟେ ଧାରା ଯାହାର=ବହୁବ୍ରୀହି; ଶତ+ ଧାରା)
[ସମ୍ପାଦନା]- ୧. ବହୁଧାରାବିଶିଷ୍ଟ (ନଦୀ) — ୧. (river) Consisting of hundreds of currents or lines.
- ୨. ବହୁ ଧାର ବା ଦାଢ଼ବିଶିଷ୍ଟ (ଅସ୍ତ୍ର) —୨. Hundred-edged; many-edged.
ବିଶେଷ୍ୟ -
[ସମ୍ପାଦନା]ଅଶନି; ବଜ୍ର —Thunder; thundrebolt.