Jump to content

ଶତପତ୍ରୀ

ଉଇକିଅଭିଧାନ‌ରୁ

ଶତପତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଶତପତ୍ରିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସେବତୀ ଫୁଲ (ଏହାର ବହୁ କାଳ ଥିବାରୁ) — ୧. Cabbage rose; musk rose; Rosa Centifolia.

[ଦ୍ରଷ୍ଟବ୍ୟ —ନାଲି, ଧଳା ଓ ହଳଦିଆ ଭେଦରେ ଏହା ତିନିପ୍ରକାର ଏ ଦେଶରେ ସାଧାରଣତଃ ହଳଦିଆ ସେବତୀ ଯକ୍ରତକ୍ର ଦୃଷ୍ଟ ହୁଏ ବୈଦ୍ୟକମତରେ ଏହା ଶୀତଳ, ତିକ୍ତ— କଷାୟ, ସୁରଭି ଓ ରୁଚିକର ଏହା କୁଷ୍ଠ, ମୁଖରୋଗ, ସ୍ଫୋଟକ, ପିତ୍ତ ଓ ଦାହନାଶକ (ରାଜନିର୍ଘଣ୍ଟ)

୨. ଶ୍ୱେତ ବା ପାଟଳବର୍ଣ୍ଣ ଗୋଲାପଫୁଲ (ବିଶ୍ୱ— କୋଷ) —୨. Red or crimson rose.
୩. ଶତଦଳ ମଲ୍ଲିକା (ବିଶ୍ୱକୋଷ) ୩. Many-petalled Jasmine.