ଶତପଥୀ
ଦେଖଣା
ଶତପଥୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଶତପଥ+ଅଛି ଅର୍ଥରେ ବା ଜ୍ଞାତାର୍ଥେ. ଇନ୍)
[ସମ୍ପାଦନା]ଯଜୁର୍ବେଦାନ୍ତର୍ଗତ ଶତପଥ ବ୍ରାହ୍ମଣ ନାମକ ଅଂଶ ଅଧ୍ୟୟନକାରୀ ବ୍ରାହ୍ମଣ —A Brāhmaṇa who is learned in the Ṡataptha portion of the J̄ajurbeda.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବୈଦିକ ବ୍ରାହ୍ମଣ— ଙ୍କର ବଂଶୋପାଧି ବିଶେଷ —୧. Family-title of certain Brāhmaṇas.
- ୨. କେତେକ ସାରୁଆ ଓ ପନିଅରି ବ୍ରାହ୍ମଣଙ୍କର ବଂଶୋପାଧି —୨. A family title of some Brāhmaṇas who grow and sell vegetables.