Jump to content

ଶତପୋଦକ

ଉଇକିଅଭିଧାନ‌ରୁ

ଶତପୋଦକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଏ ପ୍ରକାର ଭଗନ୍ଦର ରୋଗ (ହିନ୍ଦୀ - ଶ) — ୧. A kind of fistula.

[ଦ୍ରଷ୍ଟବ୍ୟ — ଏ ରୋଗରେ ଗୁହ୍ୟଦ୍ୱାର ପାଖେ ବହୁମୁଖ ବ୍ରଣ ହୁଏ ଓ ସେହି ମୁଖଚୟ ବାଟେ ମଳ, ମୂତ୍ର ଓ ବୀର୍ଯ୍ୟ ବାହାରେ]

୨. ଶୂକରୋଗ ବିଶେଷ; ଲିଙ୍ଗ ଉପରେ ବହୁ ଛିଦ୍ର ହେବା ରୋଗ ବିଶେଷ (ହିନ୍ଦୀ - ଶ) —୨. A kind of porous boil on the penis.
୩. ଚାଲୁଣୀ (ବିଶ୍ୱକୋଷ) ୩. A sieve.