ଶତବଳୀ
ଦେଖଣା
ଶତବଳୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ରାମାୟଣୋକ୍ତ ବାନର ଯୁଥପତି ବିଶେଷ — Name of a commander of monkeys, sent by Rāmachandra in quest of Sitā towards the north.
[ଦ୍ରଷ୍ଟବ୍ୟ —ଏହାଙ୍କର ନାମ ରାମାୟଣରେ ଅଛି ଓ ବୈଦେହୀଶବିଳାସରେ ୩୩ଶ ଛାନ୍ଦ ୨୩ଶ ପଦରେ ଭଞ୍ଜ ଲେଖି ଅଛନ୍ତି—"ବିଭେଦନେ ଦୁଃଖ ରାଶି, ବାରୁଣୀକି ଶୌର ପେଷି ବର୍ଗେ ଉତ୍ତରେ ଶତବଳୀ, ଅବଳା ବଳଦ ହେବା ମନାସି" ଏହାଙ୍କର ବାସ ସ୍ଥାନ ସାବର୍ଣ୍ଣି ମେରୁ ପର୍ବତ ରାବଣ ସୀତାଙ୍କୁ ହରଣ କରିବାପରେ ସୁଗ୍ରୀବ ଓ ରାମଚନ୍ଦ୍ରଙ୍କଦ୍ୱାରା ପ୍ରେରିତ ହୋଇ ସୀତାଙ୍କୁ ଖୋଜିବା ପାଇଁ ଏ ଉତ୍ତର ଦିଗକୁ ଯାଇଥିଲେ]
- ୨. ମତ୍ସ୍ୟ (ହିନ୍ଦୀ - ଶ) —୨. Fish.