ଶତବାହୀ
ଯେଉଁ ସ୍ତ୍ରୀ ପିତ୍ରାଳୟରୁ ବହୁ ଧନ ସମ୍ଭାର ଘେନି ଶାଶୁଘରକୁ ଆସେ (ହିନ୍ଦୀ - ଶ) — A woman who brings valuable things and immense riches with her from her father's house to the house of her husband.