Jump to content

ଶତମୁଖୀ

ଉଇକିଅଭିଧାନ‌ରୁ

ଶତମୁଖୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଶତ ମୁଖ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ସମ୍ମାର୍ଜନୀ; ଛାଞ୍ଚୁଣୀ; ବଢ଼ିଣା —୧. Broomstick.
୨. ତୂଳିକା — ୨. A brush.
୩. ଦୁର୍ଗା (ବିଶ୍ୱକୋଷ) — ୩. Durgā.