Jump to content

ଶତସଂଖ୍ୟ

ଉଇକିଅଭିଧାନ‌ରୁ

ଶତସଂଖ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଶତସଂଖ୍ୟକ—ଅନ୍ୟବିଶେଷଣ - ରୂପ)

ସଂସ୍କୃତ - ବିଣ—(ବହୁବ୍ରୀହି)

[ସମ୍ପାଦନା]

ଯାହା ସଂଖ୍ୟାରେ ଶହେ — Numbering a hundred.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁପୁରାଣୋକ୍ତ ଦଶମ ମନ୍ୱନ୍ତରର ଦେବତା ବିଶେଷ —Name of a Deity of the tenth manwantara.