Jump to content

ଶତହ୍ରଦା

ଉଇକିଅଭିଧାନ‌ରୁ

ଶତହ୍ରଦା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଶତ ଅଟେ ହ୍ରଦ=ଆଲୋକ ବା ଶବ୍ଦ ଯାହାର; ବହୁବ୍ରୀହି)

[ସମ୍ପାଦନା]
୧. ବିଦ୍ୟୁତ୍; ବିଜୁଳି — ୧. Lightning.
୨. ବଜ୍ର —୨. Thunder- bolt.
୩. ଦକ୍ଷ କନ୍ୟାବିଶେଷ; ବାହୁପୁତ୍ରଙ୍କ ସ୍ତ୍ରୀ — ୩. Name of one of a daughter of Daksha.
୪. ବିରାଧ ରକ୍ଷସର ମାତା —୪. Name of the mother of demon Birādha