ଶତାଙ୍ଗ
ଦେଖଣା
ଶତାଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶତ ଅଟେ ଅଙ୍ଗ ଯାହାର)
[ସମ୍ପାଦନା]- ୧. ରଥ — ୧. A car.
(ଉ—ବିବାଦେ ମୁଁ ଭଙ୍ଗିଲି ଶତାଙ୍ଗ ମୋତେ ହାଣି ଭଞ୍ଜ. ବୈଦେହୀଶବିଳାସ)
- ୨. ତିନିଶ ବୃକ୍ଷ; ବାନ୍ଧନ ବୃକ୍ଷ; ରଥଦ୍ରୁ —୨. A timber tree; Ougenia albergieides.
- ୩. ହରି— ବଂଶୋକ୍ତ ଦାନବ ବିଶେଷ (ବିଶ୍ୱକୋଷ) —୩. Name of a demon .
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଶତାବୟବ ବିଶିଷ୍ଟ — Having a hundred parts or limbs.