Jump to content

ଶତାଧିପତି

ଉଇକିଅଭିଧାନ‌ରୁ

ଶତାଧିପତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଶହେ ବ୍ୟକ୍ତିର ବା ବସ୍ତୁର ଅଧିପତି —୧. Lord over a hundred.
୨. ଶତ ବର୍ଷ ବୟଷ୍କ —୨. Aged one hundred years; centenarian.