ଶତାନନ୍ଦ
ଦେଖଣା
ଶତାନନ୍ଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଗୌତମ ମୁନିଙ୍କର ନାମାନ୍ତର —୧. Another name of G&aline;&uline;tama.
- ୨. ଗୌତମ ମୁନିଙ୍କ ପୁତ୍ର; ଜନନ ରାଜାଙ୍କ ପୁରୋହିତ —୨. Priest of king Janaka.
[ଦ୍ରଷ୍ଟବ୍ୟ —ମହର୍ଷି ଗୌତମଙ୍କ ଔରସରେ ତାଙ୍କ ପତ୍ନୀ ଅହଲ୍ୟାଙ୍କ ଗର୍ଭରୁ ଶତାନନ୍ଦ ଜାତ ହୋଇଥିଲେ ଇନ୍ଦ୍ର ଅହଲ୍ୟାଙ୍କ ସତୀତ୍ୱ ନାଶ କରିବାରୁ ଅହଲ୍ୟାଙ୍କ ବଧ କରିବା ପାଇଁ ଶତାନନ୍ଦଙ୍କୁ ଆଦେଶ ଦେଇ ଗୌତମ ତପସ୍ୟ୍ୟାର୍ଥ ବନକୁ ଗଲେ ଶତାନନ୍ଦ ପିତ୍ରାଦେଶ ପାଳନ ଓ ମାତୃବଧ ଏହି ଦୁଇ ବିଷୟ ସମସ୍ୟାରେ ପଡ଼ି ହତବୁଦ୍ଧି ହେଉଥିଲେ ଏହିପରି ସମୟରେ ଗୌତମ ଅହଲ୍ୟାଙ୍କୁ ନିରପରାଧ ଥିବାର ଜାଣି ପାରି ବନରୁ ପ୍ରତ୍ୟାଗତ ହେଲେ ଓ ଶତାନନ୍ଦ ତାଙ୍କର ଆଦେଶ ପାଳନ କରି ନଥିବା ଦେଖି ଆନନ୍ଦିତ ହେଲେ (ବିଶ୍ୱକୋଷ)]
- ୩. ଦେବକୀନନ୍ଦନ କୃଷ୍ଣ —୩. A name of Kṛushṇa.
- ୪. ବ୍ରହ୍ମା — ୪. Brahmā.
- ୫. ବିଷ୍ଣୁଙ୍କ ରଥ —୫. Name of the car of Bishṇu.
- ୬. ବିଷ୍ଣୁ —୬. Bishṇu.