ଶତାନୀକ
ଦେଖଣା
ଶତାନୀକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଶତ+ଅନୀକ=ସୈନ୍ୟ ଯାହାର)
[ସମ୍ପାଦନା]- ୧. ଶତ ସୈନ୍ୟ ବିଶିଷ୍ଟ —୧. Having a hundred soldiers.
- ୨. ବୃଦ୍ଧି —୨. Old.
ବିଶେଷ୍ୟ -
[ସମ୍ପାଦନା]- ୧. ବୃଦ୍ଧ ରାଜା —୧. An old king.
- ୨. ଶତ ସୈନ୍ୟର ଅଧିନାୟକ —୨. Captain of a hundred soldiers.
- ୩. ଜନମେଜୟ ରାଜାଙ୍କ ପୁତ୍ର ସହସ୍ରାନୀକଙ୍କ ପିତା —୩. The son of king Janamejaya.
[ଦ୍ରଷ୍ଟବ୍ୟ —ଏ ଚତୁର୍ଥ ଯୁଗରେ ରାଜତ୍ୱ କରୁଥିବା ଚନ୍ଦ୍ରବଂଶୀୟ ଦ୍ୱିତୀୟ ରାଜା]
- ୪. ସୁଦାସ ରାଜାଙ୍କ ପୁତ୍ର, (ଭାଗବତ) — ୪. The son of king Sudāsa.
- ୫. ବ୍ୟାସ ଶିଷ୍ୟ ମୁନିବିଶେଷ (ହିନ୍ଦୀ - ଶ.) —୫. Name of a disciple of sage Byāsa.
- ୬. ଦ୍ରୌପଦୀଙ୍କ ଗର୍ଭଜାତ ନକୁଳ ପୁତ୍ର — ୬. Name of the son of Nakuḻa.
[ଦ— ଏ କୁରୁକ୍ଷେତ୍ର ଯୁଦ୍ଧରେ ବୀରତ୍ୱ ପ୍ରକାଶ କରି ଯୁଦ୍ଧ କରିଥିଲେ କିନ୍ତୁ ଯୁଦ୍ଧାବସାନରେ ଅଶ୍ୱତ୍ଥାମାଙ୍କଦ୍ୱାରା ରାତ୍ରିରେ ହତ ହୋଇଥିଲେ]
- ୭. ଶ୍ୱଶୁର (ହିନ୍ଦୀ - ଶ) —୭. Father-in-law.
- ୮. ଅସୁରବିଶେଷ (ହିନ୍ଦୀ - ଶ) —୮. Name a demon.