Jump to content

ଶତାପର୍ବ୍ୱା

ଉଇକିଅଭିଧାନ‌ରୁ

ଶତାପର୍ବ୍ୱା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶତ ଅଟେ ପର୍ବନ୍= ପବ ଯାହାର; ବହୁବ୍ରୀହି; ଶତ ପର୍ବ୍ୱନ; ୧ମା. ୧ବ)

[ସମ୍ପାଦନା]
୧. ବଂଶ; ବାଉଁଶ — ୧. Bamboo.
୨. ଏକପ୍ରକାର ଆଖୁ; କନ୍ତାରି ଆଖୁ —୨. A species of slender sugarcane.

(ଦ—ଏହା ସରୁ ଓ ଏହାର ପବ ଛୋଟ)

୩. (ଶତ+ପର୍ବ+ ଆ)—କଜାଗର ପୂର୍ଣ୍ଣିମା; କୁମାର ପୂର୍ଣ୍ଣିମା —୩. The full moon of the month of Āṡwina.
୪. ଶତ୍ରୁ ଋଷିଙ୍କ ପତ୍ନୀ —୪. Name of the wife of sage Ṡukra,
୫. ଦୂର୍ବା; ଦୁବଘାସ —୫. Creeping grass; meadow grass; Agrostis Cyrasurisides.
୬. କଟୁକା (ହିନ୍ଦୀ - ଶ) —୬. Black hellebore.
୭. ବଚ (ହିନ୍ଦୀ - ଶ) —୭. The sweet flag.
୮. କଳମ୍ୱ ଶାଗ (ହିନ୍ଦୀ - ଶ) —୮. Convolvulus Repens (potherb).