Jump to content

ଶତାବଧାନ

ଉଇକିଅଭିଧାନ‌ରୁ

ଶତାବଧାନ

ଉଚ୍ଚାରଣ

[ସମ୍ପାଦନା]

(ଶତାବଧାନ—ସ୍ତ୍ରୀଲିଙ୍ଗ ରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ଯେଉଁ ମନୁଷ୍ୟ ଏକ ସମୟରେ ବହୁ କଥା ଶୁଣି ପର୍ଯ୍ୟାୟକ୍ରମେ ମନେ ରଖନ୍ତି ଓ ଏକ ସଙ୍ଗେ ବହୁ କାର୍ଯ୍ୟ କରି ପାରନ୍ତି; ଶ୍ରୁତିଧର —A person who can remember many things uttered simultaneously and do many things together.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକ ସମୟରେ ନାନ କର୍ମ ଓ ଧ୍ୱନି ପ୍ରତି ମନୋ— ଯୋଗ ଦେଇ ସେମାନେ ସ୍ମରଣ କରିବା ଶକ୍ତି —Concentration of one's mind on various subjects and sounds performed and uttered simultaneously.