Jump to content

ଶତାରୁ

ଉଇକିଅଭିଧାନ‌ରୁ

ଶତାରୁ

ଉଚ୍ଚାରଣ

[ସମ୍ପାଦନା]

(ଶତାରୁକ୍ଷୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଶତ+ଅରୁସ୍)

[ସମ୍ପାଦନା]
୧. ଏକପ୍ରକାର କୁଷ୍ଠ ରୋଗ (ହିନ୍ଦୀ - ଶ) —୧. A kind of leprosy.

[ଦ୍ରଷ୍ଟବ୍ୟ — ଏ ରୋଗରେ ଚମଡ଼ା ଉପରେ ନାଲି ଓ କଳା ଓ ଦାହଯୁକ୍ତ ବ୍ରଣମାନ ଉଠେ (ହିନ୍ଦୀ - ଶ)]