ଶତିକ
ଦେଖଣା
ଶତିକ
ଉଚ୍ଚାରଣ
[ସମ୍ପାଦନା][ଶତିକା—ସ୍ତ୍ରୀ]
ସଂସ୍କୃତ - ବିଶେଷ୍ୟ - (ଶତ+ଇବ)
[ସମ୍ପାଦନା]- ୧. ଶତ ସମ୍ୱନ୍ଧୀୟ —୧. Relating to one hundred.
- ୨. ଶତ ମୁଦ୍ରାରେ କ୍ରୀତ —୨. Purchased for one hundred coins.
- ୩. ଯାହାର ଶତମୁଦ ମୂଲ୍ୟ —୩. Valued at a hundred coins.
- ୪. ଯେଉଁ ଭୂମିର ନିର୍ଦ୍ଧାରିତ କର ଶତମୁଦ୍ର —୪. (land) Assessed at a rent of hundred coins.
- ୫. ଯାହାର ଆୟୁଃ ଶତବର୍ଷ —୫. (a person) Whose life is ୧୦୦ years long.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଶତବର୍ଷ ବୟସ୍କ ବ୍ୟକ୍ତି —Centenarian.