Jump to content

ଶତିୟା

ଉଇକିଅଭିଧାନ‌ରୁ

ଶତିୟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଝିଟିପିଟି; ଗୃହଗୋଧିକା —The common house lizard.

[ଦ୍ରଷ୍ଟବ୍ୟ —ଗୃହରେ ଗୋଟିଏ ଝିଟିପିଟି ଟିକ୍ଟିକ୍ ଶବ୍ଦ କଲେ ତାହା ଶୁଣିବା ଲୋକର ପରମାୟୁ ହାନି ହେବା ଆଶଙ୍କାରେ ବୋଲାଯାଏ 'ଶତଂ ଜୀବ' ଏଥିରୁ କ୍ରମଶଃ ଉକ୍ତ ମୌଳିକ ଭାବ ଲୋପ ହୋଇ ବର୍ତ୍ତମାନ ଲୋକେ ଝିଟିପିଟି ରାବ ଶୁଣିଲେ କହିଥାନ୍ତି:— ଶତିଆ ସତ କହିଲ; ଶତିଆ ଶତ୍ ଶତ୍ ଶତ୍]