Jump to content

ଶତେ

ଉଇକିଅଭିଧାନ‌ରୁ

ଶତେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଶତ୍ ସଂଖ୍ୟକ —୧. Numbering a hundred.
୨. ବହୁସଂଖ୍ୟକ —୨. Many.

(ଉ—ଶତେ କଥାରେ ସତୀ ଭୂଲେ—ଢଗ)