Jump to content

ଶତେକ

ଉଇକିଅଭିଧାନ‌ରୁ

ଶତେକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକ ଶତ ମାତ୍ର —Only one hundred

(ଉ—ଶତେକ ଆପଣେ ଯୋଡ଼ିଲେ ନମି କର— କୃଷ୍ଣୁସିଂହ. ମହାଭାରତ ବନ)

ବିଶେଷଣ -

[ସମ୍ପାଦନା]

ଏକଶତସଂଖ୍ୟକ; ଶହେ —Numbering one hundred.

(ଉ—ଏମନ୍ତେ ଶତେକ ବରଷ, ମନୁଷ୍ୟ ପରମାୟୁ ଶେଷ—ଜଗନ୍ନାଥ. ଭାଗବତ)