ଶତ୍ରୁଘାତୀ
(ଶତ୍ରୁଘାତିନୀ—ସ୍ତ୍ରୀ)
ବୈରୀନାଶକ, ଶତ୍ରୁହନ୍ତା; ଯେ ଶତ୍ରୁକୁ ହତ୍ୟା କରେ —Killing the enemy; slayer of the enemy
ଶତ୍ରୁଘ୍ନଙ୍କର କନିଷ୍ଠ ପୁତ୍ର —Name of the younger son of Ṡatrughna.