Jump to content

ଶତ୍ରୁଞ୍ଜୟ

ଉଇକିଅଭିଧାନ‌ରୁ

ଶତ୍ରୁଞ୍ଜୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ଶତ୍ରୁଂ=ଶତ୍ରୁକୁ+ଜି ଧାତୁ=ଜୟ କରିବା +କର୍ତ୍ତୃ. ଅ ଉପବଦ ତତ୍)

[ସମ୍ପାଦନା]

ଶତ୍ରୁକୁ ଜୟକାରୀ; ଯେ ଶତ୍ରୁକୁ ପରାଜିତ କରେ —Vanquishing an enemy; the vanquisher of one's enemy.

ବିଶେଷ୍ୟ -

[ସମ୍ପାଦନା]
୧. ପର୍ବତ ବିଶେଷ; ଗୁଜିରାଟ ଅନ୍ତର୍ଗତ ଚିର୍ଣ୍ଣାର ପର୍ବତ;
ବିମଳାଦ୍ରି —୧. Name of the mountain Girnar in Gujerat (W. India)

[ଦ୍ରଷ୍ଟବ୍ୟ — ଏହା ଜୈନମାନଙ୍କର ଗୋଟିଏ ପ୍ରସିଦ୍ଧ ତୀର୍ଥ, ଏହା କାଠିଆ ବାଡ଼ରେ ପାଲିଟାନା ନଗର ନିକଟରେ ଅବସ୍ଥିତ ଏଠାରେ ଅନେକ ଜୈନ ଦେବ ମନ୍ଦିର ଓ ପ୍ରସ୍ତରର କାରୁକାର୍ଯ୍ୟ ଅଛି]

୨. ରାମଚନ୍ଦ୍ରଙ୍କର ବାହନ ହସ୍ତୀର ନାମ ମହାବଳ ଓ ମହାକାୟ ହସ୍ତୀ —୨. Name of a big elephant belonging to Ramchandra.

[ଦ୍ରଷ୍ଟବ୍ୟ —ରାମଚନ୍ଦ୍ର ମାତୁକାଳୟରୁ ଏହି ହସ୍ତୀକୁ ଉପହାର ପାଇଥିଲେ ଓ ବନଗମନ କାଳରେ ଏହାକୁ ସୁଯଜ୍ଞକୁ ଦେଇ ଯାଇଥିଲେ]

୩. ପରମେଶ୍ୱର (ହିନ୍ଦୀ - ଶ) — ୩. God.