Jump to content

ଶତ୍ରୁତାନଳ

ଉଇକିଅଭିଧାନ‌ରୁ

ଶତ୍ରୁତାନଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶତ୍ରୁତା+ଅନଳ; ରୂପକ)

[ସମ୍ପାଦନା]

ଅଗ୍ନିପରି ଭୟାନକ ଅନିଷ୍ଟକାରୀ ଶତ୍ରୁତା —Fierce hostility or enmity compared to fire.