Jump to content

ଶତ୍ରୁ ପକ୍ଷ

ଉଇକିଅଭିଧାନ‌ରୁ

ଶତ୍ରୁ ପକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ବିପକ୍ଷଦଳ —୧. Enemy's party.
୨. ବିପକ୍ଷ ପକ୍ଷ —୨. The enemy.
୩. ବିପକ୍ଷର ସେନା —୩. The enemy's army.