Jump to content

ଶତ୍ରୁ ଭଞ୍ଜ ଦେବ

ଉଇକିଅଭିଧାନ‌ରୁ

ଶତ୍ରୁ ଭଞ୍ଜ ଦେବ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଭଞ୍ଜବଂଶୀୟ ଜନୈକ ଖ୍ୟାତନାମା ରାଜା —A famous king of the Bhan̄ja dynasty.

[ଦ୍ରଷ୍ଟବ୍ୟ —ଏ ପ୍ରଥମ ଶିଳାଭଞ୍ଜଙ୍କ ପୁତ୍ର ଥିଲେ ଓ ଉଭୟ ଖିଞ୍ଜଳ ମଣ୍ଡଳ (ଆଧୁନିକ ବୌଦ୍ଧ, ଦଶପଲ୍ଲା ଓ ଘୂମସର)ର ଅଧୀଶ୍ୱର ଥିଲେ ବିକ୍ରମ ସମ୍ୱତ୍ ୮ ବା ୭୪୩: ଖ୍ରୀଷ୍ଟାଦ୍ଦରେ ଲିଖିତ ତାଙ୍କର ଗୋଟିଏ ତାମ୍ରଶାସନରୁ ଜଣାଯାଏ ଯେ ସେ ଖ୍ରାଷ୍ଟୀୟ ଅଷ୍ଟମ ଶତାବ୍ଦୀର ମଧ୍ୟ ଭାଗରେ ରାଜତ୍ୱ କରୁଥିଲେ—ଶ୍ରୀମାନ୍ କେଦାରନାଥ ମହାପାତ୍ର. ବିଶେଷ୍ୟ - ଏ, ଡି. ଇଡିଙ୍କ ଟିପ୍ପଣୀ]