Jump to content

ଶତ୍ରୁ ହନ୍ତା

ଉଇକିଅଭିଧାନ‌ରୁ

ଶତ୍ରୁ ହନ୍ତା

ଉଚ୍ଚାରଣ

[ସମ୍ପାଦନା]
(ଶତ୍ରୁହନ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଂ.

[ସମ୍ପାଦନା]

ବୈରୀ ହନନକାରୀ —Destructive of one's foes.

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ହରିବଂଶୋକ୍ତ ଶମ୍ୱର ଦୈତ୍ୟର ଏକ ମନ୍ତ୍ରୀ (ବିଶ୍ୱକୋଷ) —Name of a minister of demon Ṡambara.