ଶତ୍ ଶତ୍ ଶତ୍
ଦେଖଣା
ଶତ୍ ଶତ୍ ଶତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଶତ୍ ଶତ୍ ଶତ୍
|
ଦେଶଜ - ଅ (ସଂସ୍କୃତ - ଶତଂ ଜୀବ)
[ସମ୍ପାଦନା]ଝିଟିପିଟି ଶବ୍ଦ ଶୁଣି ଅମଙ୍ଗଳନିବାରଣାର୍ଥ ଉଚ୍ଚାରିତ ଶବ୍ଦକ୍ରୟ— [ଦ୍ରଷ୍ଟବ୍ୟ —କୌଣସି ସମୟରେ ଝିଟିପିଟି (ଗୃହ— ରୋଧିବା)ର ଶବ୍ଦ ଶୁଣିଲେ ତାହା ଅମଙ୍ଗଜନକ ଥିବାରୁ ଉକ୍ତ ଅମଙ୍ଗଳକୁ ଏଡ଼ିବା ନିମନ୍ତେ ଲୋକେ କହୁଥିବା 'ଶତଂଜୀବ' ଓ ଉକ୍ତ ବାକ୍ୟ ବର୍ତ୍ତମାନ ଶତ୍ ଶତ୍ ଶତ୍ ଆକାରରେ ରହିଅଛି ଉକ୍ତ ଶତଂ ବାକ୍ୟକୁ 'ସତ୍ୟ' ସଙ୍ଗେ ଭ୍ରମବଶତଃ ଏକ ମନେ କରି ଲୋକେ ଝିଟିପିଟି ଶବ୍ଦ ଶୁଣିଲେ କହନ୍ତି—'ସତିଆ ସତ କହିଲା'] —Words repeated by person on hearing the croaking of house lizards.