ଶତ କୀର୍ତ୍ତି
ଦେଖଣା
ଶତ କୀର୍ତ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶତ=ଶତସଂଖ୍ୟକ, ବହୁସଂଖ୍ୟକ+କୀର୍ତ୍ତି= କୀର୍ତ୍ତିଜନକ କାର୍ଯ୍ୟ ଯାହାର)
[ସମ୍ପାଦନା]- ୧. ଯେ ବହୁ ଯଶସ୍ୱର କାର୍ଯ୍ୟଦ୍ୱାରା କୀର୍ତ୍ତିଶାଳୀ ହୋଇ ଅଛନ୍ତି — ୧. One who has earned renown by hundreds works of charity.
- ୨. ଜୈନ ସନ୍ୟାସୀ —୨. A J&aline;i̱na recluse.
- ୩. ବୌଦ୍ଧ କ୍ଷପଣକ —୩. A Buddhist saint.
- ୪. ଜୈନ ଭବିଷ୍ୟତ୍ ଗୁରୁଙ୍କ ନାମ —୪. Name of a future saint mentioned in the J&aline;i̱na scriptures.