ଶତ କୁମ୍ଭ
ଦେଖଣା
ଶତ କୁମ୍ଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୌଦିକ)
[ସମ୍ପାଦନା]- ୧. ଶ୍ୱେତକରବୀର; କରବୀ ଫୁଲ — ୧. Rosebay; sweet scented oleander; Nerium Odorum.
- ୨. ସ୍ୱର୍ଣ୍ଣ ଖଣି ଥିବା ପୌରାଣିକ ପର୍ବତବିଶେଷ —୨. Name of a mythological mountain containing gold mines.
- ୩. ସୁବର୍ଣ୍ଣ; ସୁନା (ହିନ୍ଦୀ - ଶ) — ୩. Gold (Apte).
- ୪. ପ୍ରାଚୀନ ପର୍ବତବିଶେଷ — Name of an ancient mountain.