Jump to content

ଶତ କୋଟି

ଉଇକିଅଭିଧାନ‌ରୁ

ଶତ କୋଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶହେ କୋଟି ବା ଦଶ ଅର୍ବୁଦ ବା ଏକବୃନ୍ଦ ସଂଖ୍ୟା —୧. One billion (in number).
୨. ଶତଧାରାଯୁକ୍ତ ବଜାସ୍ତ୍ର —୨. A weapon with one hundred edges.
୩. ହୀରା (ବିଶ୍ୱକୋଷ) — ୩. Diamond.

ବିଶେଷଣ -

[ସମ୍ପାଦନା]

ବହୁସଂଖ୍ୟକ; ଅସଂଖ୍ୟ — Numberous; innumerable; countless.

(ଯଥା—ପ୍ରଣାମ ଶତ କୋଟି ନିବେଦନଞ୍ଚ ବିଶେଷ—ପତ୍ରର ଶିରୋନାମାରେ)