ଶତ କ୍ରତୁ
ଦେଖଣା
ଶତ କ୍ରତୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ଶତସଂଖ୍ୟକ କ୍ରତୁ=ଅଶ୍ୱମେଧ ଯଜ୍ଞ, (ସମ୍ପନ୍ନ ହୋଇଅଛି) ଯାହାଙ୍କଦ୍ୱାରା—ବହୁବ୍ରୀହି]
[ସମ୍ପାଦନା]- ୧. ବାସନ; ଇନ୍ଦ୍ର; ଦେବରାଜ —୧. Indra.
[ଦ୍ରଷ୍ଟବ୍ୟ —ଶତ ସଂଖ୍ୟକ ଅଶ୍ୱମେଧ ଯଜ୍ଞ ସମ୍ପାଦନକାରୀ ବ୍ୟକ୍ତି ଇନ୍ଦ୍ରପଦ ଲାଭ କରନ୍ତି]
- ୨. ଶତସଂଖ୍ୟକ ଅଶ୍ୱମେଧ ଯଜ୍ଞ ସମ୍ପାଦନକାରୀ ବ୍ୟକ୍ତି —୨. A person who performs ୧୦୦ horse sacrifices.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ବହୁକର୍ମା (ବିଶ୍ୱକୋଷ) —୧. Performing many acts.
- ୨. ବହୁପ୍ରଜ୍ଞ (ବିଶ୍ୱକୋଷ) —୨. Very intelligent and wise.