ଶତ ଗ୍ରନ୍ଥି
ଦେଖଣା
ଶତ ଗ୍ରନ୍ଥି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶତ ଗ୍ରନ୍ଥି
|
ସଂସ୍କୃତ - ବିଶେଷଣ - (ବହୁବ୍ରିହି; ଶତ ଅଟେ ଗ୍ରନ୍ଥି ଯାହାର)
[ସମ୍ପାଦନା]ଅନେକ ଯାଗାରେ ଗଇଁଠା ହୋଇଥିବା; ଶହେ ବା ବହୁ ଗ୍ରନ୍ଥିଯୁକ୍ତ (ବିରାକନା) —Having hundreds of knots, knotted at hunddres of places (e, g. a rag)
(ବୈଦିକ) ବିଶେଷ୍ୟ -
[ସମ୍ପାଦନା]ଦୁର୍ବା; ଦୁବଘାସ — Creeping grass; creeping cynodon.
[ଦ୍ରଷ୍ଟବ୍ୟ — ଶ୍ୱେତଦୁର୍ବା ଓ ନୀଳୀଦୂର୍ବା ଉଭୟଙ୍କୁ ଶତଗ୍ରନ୍ଥି ବୋଲାଯାଏ]