ଶତ ତାରା
[ଶତତାରକା—ଅନ୍ୟରୂପ]
(ଜ୍ୟୋତିଷ)—ଶତ ତାରକାବିଶିଷ୍ଟ ମଣ୍ଡଳାକାର ଶତଭିଷା ନକ୍ଷତ୍ର (ଏହାର ଅଧିଷ୍ଠାତ୍ରୀ ଦେବତା ବରୁଣ; ନକ୍ଷତ୍ର ତଳେ ଟୀକା ଦେଖ — (Astrology) The ୨୪th lunar mansion (See notes under Nakshatra.)