Jump to content

ଶତ ଧୃତି

ଉଇକିଅଭିଧାନ‌ରୁ

ଶତ ଧୃତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଶତ+ଧୃତି=ଯଜ୍ଞ)

[ସମ୍ପାଦନା]
୧. ଇନ୍ଦ୍ର; ଦେବରାଜ —୧. Indra.
୨. ବ୍ରହ୍ମା —୨. Brahmā the Creator,
୩. ସ୍ୱର୍ଗ —୩. Heaven.